ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ, ବନ୍ଦ ରହିଲା ସାଧାରଣ ଦର୍ଶନ

NEWS7
corona-slows-down-in-haryana-schools-from-9th-to-12th-can-open-from-1st-june

ପୁରୀ ୦୭।୧୨ : ବଡ଼ଦେଉଳରେ ବଡ଼ଠାକୁରଙ୍କ ବଡ଼ ମହାସ୍ନାନ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ମହାସ୍ନାନ। କେହି ଜଣେ ମହାପ୍ରଭୁଙ୍କୁ ଛୁଇଁ ଦେବାରୁ ମହାସ୍ନାନ କରାଯାଇଛି। ମହାସ୍ନାନ ଯୋଗୁଁ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ। ମହାସ୍ନାନ ନୀତି ସରିବା ପରେ ପୁଣି ଚାଲିବ ସର୍ବସାଧାରଣ ଦର୍ଶନ।