LIVE TV

ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ସମୀକ୍ଷା କଲେ ଜିଲ୍ଲାପାଳ

NEWS7
congress-to-organize-an-online-campaign-to-demand-the-govt-to-transfer-rs-10000-to-families

କଟକ ୧୧: ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା ଆୟୋଜନ ବିବାଦରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପର ବାଲିଯାତ୍ରା ପଡିଆରେ ଯଥାବିଧି ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଉପର ବାଲିଯାତ୍ରା ପଡିଆକୁ ଆୟୋଜନରୁ ବାଦ୍ ଦେଇଥିଲା ପ୍ରଶାସନ

ତେବେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଉପର ବାଲିଯାତ୍ରା ପଡିଆରେ ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ ସମୀକ୍ଷା ପରେ ଉପର ପଡ଼ିଆରେ ପୂର୍ଣ୍ଣାଙ୍ଗ ଆୟୋଜନ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।