ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

NEWS7
congress-questioned-about-black-box-brought-out-of-pm-modi-chopper

ଭୁବନେଶ୍ୱର ୩୧।୦୧ : ପୂର୍ବଶତ୍ରୁତାରୁ ବୁଲିଲା ଖଣ୍ଡା । ରାସ୍ତାରେ ବୋହିଲା ରକ୍ତ । ଭୁବନେଶ୍ୱର ଏମ୍ସ ହସ୍ପିଟାଲ ନିକଟରେ ଜଣେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ମଧ୍ୟ ଯାଞ୍ଚ କରୁଛି ।