ଯାତ୍ରୀ ଅସନ୍ତୋଷ, ଭୁବନେଶ୍ୱର ବିମାନବନ୍ଦରରେ ଉତ୍ତେଜନା

NEWS7
chennai-super-kings-will-not-make-it-to-the-playoffs-3-former-indian-players-claim

ଭୁବନେଶ୍ୱର ୧୯।୧୨ : ଭୁବନେଶ୍ୱର ବିମାନବନ୍ଦରରେ ଉତ୍ତେଜନା । ଏୟାର ଇଣ୍ଡିଆ ବିମାନ ବାତିଲ ପରେ ବିମାନ ବନ୍ଦର ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । କୁହୁଡ଼ି ପାଇଁ ଭୁବନେଶ୍ୱରରୁ ୩ଟି ବିମାନ ବାତିଲ କରାଯାଇଛି ବୋଲି ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।