ରଙ୍ଗର ପର୍ବ ହୋଲି, ସୋନପୁରରେ ଧୁମ୍‌ଧାମ୍‌ରେ ଚାଲିଛି ହୋଲି ଖେଳ

NEWS7
bjd-supremo-naveen-patnaik-to-file-nomination-today

ବିନିକା ୦୪।୦୩ : ଆଜି ରଙ୍ଗର ପର୍ବ ହୋଲି । ଗାଁଠୁ ସହର ଉତ୍ସବ ମୁଖର l ରଙ୍ଗର ପର୍ବକୁ ବେଶ ଧୁମଧାମରେ ପାଳନ କରୁଛନ୍ତି ସମସ୍ତେ l ଆଜିର ଏହି ପର୍ବକୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସମସ୍ତେ ବେଶ ଭଳିକି ଭଳି ରଙ୍ଗ ଲଗାଇ ଏ ହୋଲି ଉତ୍ସବକୁ ପାଳନ କରୁଛନ୍ତି l ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଛୋଟ ଠାରୁ ବଡ଼ ସମସ୍ତେ ପରସ୍ପରକୁ ହୋଲି ଲଗାଉଛନ୍ତି l ଆଜିର ଦିନରେ ସମସ୍ତେ ରାଗ ରୁଷା ଅଭିମାନକୁ ଭୁଲି ଏକଜୁଟ ହୋଇ ବହୁ ଆନନ୍ଦ ଉଲ୍ଲାସର ସହ ହୋଲି ପାଳନ କରିଛନ୍ତୁl ସୋନପୁରରେ ବି ବେଶ୍ ଧୁମାଧାମରେ ହୋଲି ପାଳନ ହେଉଛି ।