ପ୍ରକାଶ ପାଇଲା ବିଜେଡିର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ; ଜାଣନ୍ତୁ କେଉଁଠୁ ନିର୍ବାଚନ ଲଢିବେ କିଏ

Published By : Prameya-News7 Bureau | March 18, 2019 IST

ଭୁବନେଶ୍ବର ୧୮|୩ : ଚଳିତ ସାଧାରଣ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜେଡିର ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟ  ଓ ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୯ଟି ଲୋକସଭା ସହ ଏହା ଅଧିନରେ ଆସୁଥିବା ୫୪ଟି ବିଧାନସଭା ଆସନ ପାଇଁ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଲୋକସଭା ଆସନ ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁ, ନବରଙ୍ଗପୁରରୁ ରମେଶ ମାଝୀ, କୋରାପୁଟରୁ କୌଶଲ୍ୟା ହିକ୍କକା, କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂଦେଓ, ଆସ୍କାରୁ ପ୍ରମିଳା ବିଶୋୟୀ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟ, ସୁନ୍ଦରଗଡରୁ ସୁନୀତା ବିଶ୍ବାଳ ଏବଂ ବଲାଙ୍ଗିରରୁ କଳିକେଶ ନାରାୟଣ ସିଂଦେଓଙ୍କୁ ବିଜେଡି ପ୍ରାର୍ଥୀ କରିଛି । ତେବେ ନାମାଙ୍କନ ଦାଖଲ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡି ପ୍ରଥମେ ଟିକେଟ ଘୋଷଣା କରିଛି ।

୯ଟି ଲୋକସଭା ଆସନ :

ବ୍ରହ୍ମପୁର ଲୋକସଭା-  ଚନ୍ଦ୍ରଶେଖର ସାହୁ

ନବରଙ୍ଗପୁର ଲୋକସଭା- ରମେଶ ମାଝୀ

କୋରାପୁଟ ଲୋକସଭା- କୌଶଲ୍ୟା ହିକକ୍କା

କଳାହାଣ୍ଡି ଲୋକସଭା- ପୁଷ୍ପେନ୍ଦ୍ର ସିଂଦେଓ

ଆସ୍କା- ପ୍ରମିଳା ବିଶୋୟୀ

କନ୍ଧମାଳ- ଅଚ୍ୟୁତ ସାମନ୍ତ

ବରଗଡ- ପ୍ରସନ୍ନ ଆଚାର୍ଯ୍ୟ

ସୁନ୍ଦରଗଡ- ସୁନୀତା ବିଶ୍ବାଳ

ବଲାଙ୍ଗିର- କଳିକେଶ ସିଂଦେଓ

୫୪ଟି ବିଧାନସଭା ଆସନ :

(ବ୍ରହ୍ମପୁର ଲୋକସଭା କ୍ଷେତ୍ର)

ବ୍ରହ୍ମପୁର- ବିକ୍ରମ କୁମାର ପଣ୍ଡା

ଛତ୍ରପୁର- ସୁବାସ ଚନ୍ଦ୍ର ବେହେରା

ଗୋପାଳପୁର- ପ୍ରଦୀପ କୁମାର ପାଣିଗ୍ରାହୀ

ଦିଗପହଣ୍ଡି- ସୂର୍ଯ୍ୟନାରାୟଣ ପାତ୍ର

ମୋହନା- ପୂର୍ଣ୍ଣବାସୀ ନାୟକ

ଚିକିଟି- ଉଷା ଦେବୀ

ପାରଳାଖେମୁଣ୍ଡି- କଲ୍ୟାଣୀ ଗଜପତି

(ନବରଙ୍ଗପୁର ଲୋକସଭା କ୍ଷେତ୍ର )

ନବରଙ୍ଗପୁର- ସଦାଶିବ ପ୍ରଧାନୀ

ଉମରକୋଟ- ସୁବାସ ଗଣ୍ଡ

ଡାବୁଗାଁ- ମନୋହର ରନ୍ଧାରି

କୋଟପାଡ- ପଦ୍ମିନୀ ଡିଆଁ

ଚିତ୍ରକୋଣ୍ଡା- ପୂର୍ଣ୍ଣଚନ୍ଦ୍ର ବାକା

(କଳାହାଣ୍ଡି ଲୋକସଭା କ୍ଷେତ୍ର )

ନୂଆପଡା- ରାଜେନ୍ଦ୍ର ଢୋଲକିଆ

ଖରିଆର- ଲମ୍ବୋଧର ନିଆଳ

ଜୁନାଗଡ- ଦିବ୍ୟଶଙ୍କର ମିଶ୍ର

ଧର୍ମଗଡ- ମାସୌଦୀ ବାଗ୍

ଭବାନୀପାଟଣା- ଦୁଷ୍ମନ୍ତ ନାୟକ

ନର୍ଲା- ଭୁପିନ୍ଦ୍ର ସିଂ

(କୋରାପୁଟ ଲୋକସଭା କ୍ଷେତ୍ର)

କୋରାପୁଟ- ରଘୁରାମ ପାଡଲ

ଗୁଣୁପୁର- ରଘୁନାଥ ଗମାଙ୍ଗ

ବିଷମକଟକ- ଜଗନ୍ନାଥ ସାରକା

ରାୟଗଡା- ଲାଲବିହାରୀ ହିମିରିକା

ଲକ୍ଷ୍ମୀପୁର- ପ୍ରଭୁ ଜାନି

ଜୟପୁର- ରବି ନାରାୟଣ ନନ୍ଦ

(ଆସ୍କା ଲୋକସଭା କ୍ଷେତ୍ର)

ଆସ୍କା- ମଞ୍ଜୁଳା ସ୍ବାଇଁ

ସୋରଡା- ପୂର୍ଣ୍ଣଚନ୍ଦ୍ର ସ୍ବାଇଁ

ସାନଖେମୁଣ୍ଡି- ନନ୍ଦିନୀ ଦେବୀ

ହିଞ୍ଜିଳି- ନବୀନ ପଟ୍ଟନାୟକ

ପୋଲସରା- ଶ୍ରୀକାନ୍ତ ସାହୁ

କବିସୂର୍ଯ୍ୟନଗର- ଲତିକା ପ୍ରଧାନ

ଖଲ୍ଲିକୋଟ- କେ.କେ. ସୂର୍ଯ୍ୟମଣି ବୈଦ୍ୟ

(କନ୍ଧମାଳ ଲୋକସଭା କ୍ଷେତ୍ର)

ବାଲିଗୁଡା- ଚକ୍ରଧର କହଁର

ଜି.ଉଦୟଗିରି- ସାଲୁଗା ପ୍ରଧାନ

ବୌଦ୍ଧ- ପ୍ରଦୀପ ଅମାତ୍

କଣ୍ଟାମାଳ- ମହିଧର ରଣା

ଭଞ୍ଜନଗର- ବିକ୍ରମକେଶରୀ ଆରୁଖ

ଦଶପଲ୍ଲା- ରମେଶ ବେହେରା

(ବରଗଡ ଲୋକସଭା କ୍ଷେତ୍ର)

ପଦ୍ମପୁର- ବିଜୟ ସିଂ ବରିହା

ବିଜେପୁର- ନବୀନ ପଟ୍ଟନାୟକ

ଭଟଲି- ସୁଶାନ୍ତ ସିିଂ

ଅତାବିରା- ସ୍ନେହାଗିନୀ ଛୁରିଆ

ବରଗଡ- ଦେବେଶ ଆଚାର୍ଯ୍ୟ

ଝାରସୁଗୁଡା- ନବକିଶୋର ଦାସ

(ସୁନ୍ଦରଗଡ ଲୋକସଭା କ୍ଷେତ୍ର)

ସୁନ୍ଦରଗଡ- ଯୋଗେଶ ସିଂ

ରାଜଗାଙ୍ଗପୁର- ମଙ୍ଗଳା କିସାନ

ତଳସରା- ଷ୍ଟିଫେନ୍ ସୋରେନ୍

ରାଉରରେଲା- ସାରଦା ପ୍ରସାଦ ନାୟକ

ରଘୁନାଥପାଲ୍ଲୀ- ସୁବ୍ରତ ତରାଇ

ବଣେଇ- ରଞ୍ଜିତ କିସାନ

(ବଲାଙ୍ଗିର ଲୋକସଭା କ୍ଷେତ୍ର)

ବୀରମହାରାଜପୁର- ପଦ୍ମନାଭ ବେହେରା

ସୋନପୁର- ନିରଞ୍ଜନ ପୂଜାରୀ

କଣ୍ଟାବାଞ୍ଝି- ଅଜୟ ଦାସ

ଟିଟିଲାଗଡ- ଟୁକୁନି ସାହୁ

ପାଟଣାଗଡ- ସରୋଜ ମେହେର

{"id":94779}
{"id":94780}
{"id":94782}
{"id":94783}
{"id":94784}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.