LIVE TV

ରାଉରକେଲାରେ ୩ ଅପରାଧୀଙ୍କୁ ଏନ୍‌କାଉଣ୍ଟର, ପୋଲିସକୁ ଚକ୍‌ମା ଦେଇ ଫେରାର ବେଳେ ମୁହାଁମୁହିଁ

NEWS7
bjd-declared-candidate-list-for-18-ls-seat-and-3-ls-seat-not-to-yet

ରାଉରକେଲା ୨୩।୧୧ : ରାଉରକେଲାରେ ଏନ୍‌କାଉଣ୍ଟର । ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଛି ରାଉରକେଲା ପୋଲିସ । ଯେଉଁଥିରେ ୩ ଜଣ ଅପରାଧୀ ଗୁରୁତର ହୋଇଛନ୍ତି । ସମସ୍ତ ଅପରାଧୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।