ଶ୍ରୀମନ୍ଦିରରେ ପଡିଥିଲା ଖଙ୍କାର, ବଡ଼ ଠାକୁରଙ୍କର ହେଲା ବଡ଼ ମହାସ୍ନାନ

NEWS7
bike-rider-in-agara-fined-5-thousand-rupees-for-violation-of-traffic-rule

ପୁରୀ ୦୭।୦୨ : ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ବଡ଼ ମହାସ୍ନାନ । ଶ୍ରୀମନ୍ଦିରରେ ଖଙ୍କାର ପଡିଥିବାର ଦେଖିଲା ପରେ ତୁରନ୍ତ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି । ଯେଉଁଥିଲାଗି କିଛି ସମୟ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ପରେ ନୀତି ସଂପନ୍ନ ହେବା ପରେ ଦର୍ଶନ ସ୍ୱାଭାବିକ ହୋଇଛି ।