ବାଲିଯାତ୍ରା ୨୦୨୫
LIVE TV

ନୂଆପଡ଼ା ଜନାଦେଶ: ଖସିଲା କଂଗ୍ରେସ, ଉପରକୁ ଉଠିଲା ବିଜେଡି

NEWS7
bijoy-mohapatra-reaction-after-returning-bjp

ଭୁବନେଶ୍ୱର ୧୪/୧୧: ନୂଆପଡ଼ାରେ ଜାରି ରହିଛି ଭୋଟ ଗଣତି । ପ୍ରକ୍ରିୟା ମୋଟ ୨୬ ରାଉଣ୍ଡ ମଧ୍ୟରୁ କିଛି ରାଉଣ୍ଡ ଭୋଟ ଗଣତି ସରିଛି । ଲଗାତାର ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ ଲିଡ୍ କରିବାରେ ଲାଗିଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୩୫ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ପଛକୁ ଅଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ତୃତୀୟ ସ୍ଥାନରେ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ।