Live Live
LIVE

ବିଧାନସଭାରେ SCB ଘଟଣା ତାତି : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଟ୍ଟଗୋଳ, ୧୨ ଯାଏଁ ଗୃହ ମୁଲତବୀ

NEWS7
big-news-amid-omicron-threat-12-out-of-318-foreigners-returned-to-maharashtra-missing

ଭୁବନେଶ୍ୱର  ୧୭।୦୩ : ବିଧାନସଭାରେ SCB ତାତି । କଟକ ବଡ଼ ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ବିଧାନସଭାରେ ତୁମ୍ବିତୋଫାନ୍‌ । ଗୃହ ଆରମ୍ଭ  ହେବା ମାତ୍ରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଓ ହଙ୍ଗାମା । ଏପିରିକି ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି କାହା କଥା ଶୁଣିନଥିଲେ ବିରୋଧୀ । ଶେଷରେ ବାଧ୍ୟ ହୋଇ ବାଚସ୍ପତି ବିଧାନସଭାକୁ ମଧ୍ୟାହ୍ନ ୧୨ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।