ଛାତ ଫଟାଇ ବାହାରିଲାନି ଧୁଆଁ, ଏବେ ବି ହୁତୁ ହୁତୁ ହୋଇ ଜଳୁଛି ସୁପର ମାର୍ଟ

NEWS7
beef-seized-niali-2-arrested

ଭୁବନେଶ୍ୱର ୨୪।୦୨ : ଫାଟିଲା ସୁପର ମାର୍ଟ ଛାତ । ବାହାରୁଛି କଳା ଧୁଆଁ । ଭୁବନେଶ୍ୱର ଲିଙ୍ଗିପୁର ସୁପର ମାର୍ଟରେ ଏପରି ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବି ଆୟତ୍ତ ହେଲାନି ନିଆଁ । ଶେଷରେ ବିଲ୍ଡିଂକୁ ଅସୁରକ୍ଷିତ ଘୋଷଣା କଲା ଅଗ୍ନିଶମ ବାହିନୀ । ଆଗ୍ନିକମାନଙ୍କୁ ତୁରନ୍ତ ବାହାରକୁ ଆସିବା ପାଇଁ ନିର୍ଦ୍ଦେଶ ଦେଇଛି ଅଗ୍ନିଶମ ବାହିନୀ ।