କୋର୍ଟରେ ହାଜର ହେଲେ ପୀୟୁଷ ତ୍ରିପାଠୀ, ମଞ୍ଚ ଚଢିବା ଉପରେ ଲାଗିଥିଲା କଟକଣା

NEWS7
babul-supriyo-diagnosed-with-corona-again-cant-cast-vote-tomorrow

ଭୁବନେଶ୍ୱର ୧୨।୦୧ : କୋର୍ଟରେ ହାଜର ହେଲେ ପୀୟୁଷ । ଭୁବନେଶ୍ୱର ସିଭିଲ କୋର୍ଟରେ ହଜାର ହେଲେ ପୀୟୁଷ ତ୍ରିପାଠୀ । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପରେ ଜାନୁଆରୀ ୧୨ ତାରିଖ ମାନେ ସୋମବାର ଦିନ କୋର୍ଟରେ ହାଜର ହୋଇଛନ୍ତି ।