ବାଲି ମାଫିଆ ଲିଙ୍କ୍କୁ ନେଇ ତନାଘନା, ଇଡିରେ ହାଜର ହେଲା ମାଷ୍ଟର ମାଇଣ୍ଡ ସନ୍ତୋଷ ଦଳେଇ

NEWS7
ayodhya-search-on-google-was-hiked-8-times-in-a-week-ram-mandir-was-trending-on-tweeter

ଭୁବନେଶ୍ବର ୬।୨: ପୁଣି ଇଡି ତନାଘନାରେ ବାଲି ମାଫିଆ । ଇଡିରେ ହାଜର ହେଲା ମାଷ୍ଟର ମାଇଣ୍ଡ ସନ୍ତୋଷ ଦଳେଇ I ବାଲି ମାଫିଆଙ୍କ ଲିଙ୍କ୍କୁ ନେଇ ଚାଲିଛି ତନାଘନା । ମୁଖ୍ୟ ଅଭିଯୁକ୍ତ କୃପାସିନ୍ଧୁ ମୁଦୁଲିର ଘନିଷ୍ଠ ଥିଲା ସନ୍ତୋଷ I ଚଢ଼ାଉ ବେଳେ ଦୁଇଟି ଟ୍ରଙ୍କ ଭର୍ତ୍ତି ଟଙ୍କା ଜବତ କରିଥିଲା ଇଡି । ନକଲି Y ଫର୍ମ ଓ କାଗଜପାତ୍ର ଜବତ କରିଥିଲା ଇଡି I