କ୍ରିପ୍ଟୋରେ ନିବେଶ ନାଁରେ କରୁଥିଲେ ଠକେଇ, ଏବେ ବାନ୍ଧିଲା କ୍ରାଇମବ୍ରାଞ୍ଚ

NEWS7
avika-gaur-officially-confirmed-her-relationship-with-ex-contestant-of-roadies-milind-chandwani

କଟକ ୦୨।୦୨ : ୬ କୋଟି ଟଙ୍କାର ଠକେଇ ମାମଲା । ଜଣେ ମାଷ୍ଟରମାଇଣ୍ଡକୁ ବାନ୍ଧିଲା ପୋଲିସ । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଞ୍ଚଳର ଶ୍ରୀନିବାସ ରାଓଙ୍କୁ ଭୁବନେଶ୍ୱରରୁ ଗିରଫ କଲା ପୋଲିସ । ଗିରଫ ପରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର SDJM କୋର୍ଟରେ ହାଜର କଲା ସାଇବର କ୍ରାଇମବ୍ରାଞ୍ଚ।