ବିଜେଡି ନେତାଙ୍କ ଘରେ ଇଡି ରେଡ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକାଧିକ ଟିମ୍ କରୁଛି ଚଢାଉ

NEWS7
anushka-sharma-sunil-gavaskar-issue-irfan-pathan-supports-gavaskar

ଆସିକା ୧୬/୦୧: ବିଜେଡି ନେତାଙ୍କ ଘରେ ଇଡି ରେଡ । ଗଞ୍ଜାମ ଜିଲ୍ଲା ଶେରଗଡ଼ର ବିଜେଡି ନେତା ହୃଷିକେଶ ପାଢିଙ୍କ ଘରେ ଇଡି ରେଡ କରିଛି । ଇଡିର ତିନିଜଣିଆ ଟିମ ଶେରଗଡ ବାଇପାସରେ ନିକଟରେ ଥିବା ରେଡ୍ କରିଛି ।

ହୃଷୀକେଶ ଓ ତାଙ୍କ ପୁଅ ରହୁଥିବା ବ୍ରହ୍ମପୁର ଅମ୍ବିକାନଗର ବାସ ଭବନରେ ଆଜି ଭୋରରୁ ଇଡି ଚଢ଼ଉ କରିଥିବା ଜଣା ପଡିଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିବା ଜଣା ପଡିଛି। ତେବେ ଚଢାୁର ପ୍ରକୃତ କାରଣ ଜଣାପଡିନି । ଯାହା ଅନୁମାନ କରାଯାଉଛି, ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ପୈତୃକ ଘରେ ୩ଟି ଟିମ୍ର ଚଢାଉ କରାଯାଇଛି ।