ବଡ଼ ଅଘଟଣରୁ ବର୍ତ୍ତିଗଲେ ନୋରା ଫତେହି, ମଦ୍ୟପ ଡ୍ରାଇଭର ଗିରଫ

NEWS7
all-traffic-signals-were-red-for-half-an-hour-in-islamabad-india-is-the-reason-behind-this

ମୁମ୍ବାଇ ୨୧।୧୨ : ନୋରା ଫତେହିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ବଲିଉଡ୍ ଡିଭା ନୋରା ଫତେହିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ କାର୍ଟି ଦୁର୍ଘଟଣାର ଶିକାର ହୋଇଛି । ନୋରାଙ୍କ କାର୍କୁ ଧକ୍କା ଦେଇଥିବା ଗାଡ଼ି ଡ୍ରାଇଭରକୁ ଗିରଫ କରିଛି ପୋଲିସ ।