Live Live
LIVE

ପୁଅ ନା ଜହ୍ଲାଦ, ବ୍ଲେଡ୍‌ରେ କାଟିଦେଲା ବାପାର ବେକ

NEWS7
a-gang-loots-via-phone-call-in-delhi-arrested

ଦିଗପହଣ୍ଡି ୦୯।୦୩ : ନୃଶଂସ ପୁଅ । ଯେଉଁ ବାପାର ପିଠିରେ ବସି ଛୋଟ ବେଳେ ଗାଁ ବୁଲୁଥିଲା । ଆଜି ସେହି ବାପାର ବେକ କାଟିବାକୁ ବି ହାତ ପଛାଇଲାନି । ବାପାଙ୍କ ବେକକୁ ବ୍ଲେଡ କାଟିଦେଇଛି ପୁଅ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।