ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଗାଡ଼ିରେ ଥିଲେ ଶତାଧିକ ଯାତ୍ରୀ

NEWS7
4th-std-aditi-das-and-her-brother-donate-5k-to-cm-relief-fund

ଭଦ୍ରକ ୦୫।୦୨ : ଯାଜପୁରରେ ବଡ଼ଧରଣର ଟ୍ରେନ୍ ଦୁର୍ଘଟଣା। ଯଖପୁରା ନିକଟରେ ଚେନ୍ନାଇ-ନ୍ୟୁଜଲପାଇଗୁଡ଼ି ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଯଖପୁରାରେ ଷ୍ଟେସନ ନିକଟରେ ଟ୍ରାକରୁ ଖସି ଯାଇଛି ଟ୍ରେନର ବଗି। ତେବେ ଅଳ୍ପକେ ବର୍ତ୍ତିଯାଇଛି ବଡ଼ ଅଘଟଣ।