ପ୍ରେମିକର ଚରମ ନିଷ୍ପତ୍ତି, ପ୍ରେମିକାକୁ ମାରିଦେଲା, ତାପରେ ନିଜେ କଲା ଆତ୍ମହତ୍ୟା...

NEWS7
2nd-phase-medical-admission-notification-published-by-ojee

ବାଲେଶ୍ୱର ୧୨।୦୩ : ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଅଭାବାନୀୟ ଘଟଣା। ପ୍ରେମିକାକୁ ହତ୍ୟା କରିବା ପରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମିକ। ଯାହାକୁ ନେଇ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କେମିତି ଓ କେଉଁ ପରିସ୍ଥିତି ପ୍ରେମିକାକୁ ହତ୍ୟା କଲେ। କ'ଣ ପାଇଁ ଏମିତି ଚରମ ନିଷ୍ପତ୍ତି ନେଲା ବୟଫ୍ରେଣ୍ଡ । ତାହା ଏବେ ବି ରହସ୍ୟ ଘେରରେ । ହତ୍ୟା ଓ ଆତ୍ମହତ୍ୟା ଭିତରେ ଲୁଚି ରହିଥିବା କଥାକୁ ପଦାକୁ ଆଣିବାକୁ ତଦନ୍ତ ଆରମ୍ଭ କରିଛି ପୋଲିସ ଓ ଜିଆର୍ପି।