LIVE TV

ସଟ୍‌ଡାଉନ୍‌ରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗ : ୨୨ ଜଣ ଗିରଫ

NEWS7

ଜୟପୁର ୨୬।୪: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୨୨ ଜଣ ଗିରଫ ହୋଇଛନ୍ତି । ସଟ୍‌ଡାଉନ୍ ସମୟରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗ ହୋଇଥିଲା । ଜୟପୁର ଓ ଏହାର ଆଖପାଖ ଅଞ୍ଚଳରୁ ଗିରଫ ଅମାନିଆକୁ ଗିରଫ କରିଛି ଜୟପୁର ସଦର ଓ ଟାଉନ୍ ପୋଲିସ । ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଜୟପୁର ମେଡିକାଲକୁ ପଠାଯାଇଛି । ସ୍ବାସ୍ଥ୍ୟ ପରୀକ୍ଷା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।