ରିୟଲ ଇଷ୍ଟେଟ୍ ବ୍ୟବସାୟୀ ତପନ ମହାନ୍ତିଙ୍କୁ ଇଓଡବ୍ଲୁର ପଚରାଉଚରା, ଘର ଯୋଗାଇବାରେ ଅନିୟମିତତା ଅଭିଯୋଗ
16/09/2023 at 4:26 PM

ଭୁବନେଶ୍ବର ୧୬।୯: ରାଜନୈତିକ ଅପରାଧିକ ଶାଖା (ଇଓଡବ୍ଲୁ)ରେ ହାଜର ହେଲେ ଜଣାଶୁଣା ରିୟଲ ଇଷ୍ଟେଟ୍ ବ୍ୟବସାୟୀ ତଥା ଜେଡ୍ ଇଷ୍ଟେଟ୍ ମାଲିକ ତପନ ମହାନ୍ତି । ଘଣ୍ଟାଏରୁ ଉର୍ଦ୍ଧ୍ବ ସମୟ ଧରି ତପନ ମହାନ୍ତିଙ୍କୁ ଇଓଡବ୍ଲୁ ପଚରାଉଚରା କରିଛି ।
ଜେଡ୍ ଓ୍ବାନ୍ ଆପାର୍ଟମେଣ୍ଟରେ ଘର ଯୋଗାଇବାରେ ଅନିୟମିତତା ଅଭିଯୋଗ ଆଧାରରେ ତପନ ମହାନ୍ତିଙ୍କୁ ଡାକିଛି ଇଓଡବ୍ଲୁ । ଆପାର୍ଟମେଣ୍ଟ ଓ୍ବେଲଫେୟାର ଆସୋସିଏସନ୍ ତପନ ମହାନ୍ତିଙ୍କ ବିରୋଧରେ ସ୍ଥାନୀୟ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ତପନ ମହାନ୍ତିଙ୍କୁ ପଚରାଉଚରା କରିଛି ଇଓଡବ୍ଲୁ ।
You Can Read :
Related Posts
ଗଣେଶ ପୂଜାରେ ହଷ୍ଟେଲରେ ଖେଚୁଡ଼ି ଖାଇ ୧୦ ଛାତ୍ରୀ ଅସୁସ୍ଥ, ହସ୍ପିଟାଲ୍ରେ ଭର୍ତ୍ତି
21 September 2023
ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ ଗେଟ୍
21 September 2023
ସୋଆ SHMର ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ୭ ଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ
21 September 2023
ଏସ୍ଆଇଏଚ୍ -୨୦୨୩ ପାଇଁ କ୍ଵାଲିଫାଏ କଲା ITERର ୧୦ଟି ହାକାଥନ୍ ଟିମ୍
21 September 2023