ରିୟଲ ଇଷ୍ଟେଟ୍ ବ୍ୟବସାୟୀ ତପନ ମହାନ୍ତିଙ୍କୁ ଇଓଡବ୍ଲୁର ପଚରାଉଚରା, ଘର ଯୋଗାଇବାରେ ଅନିୟମିତତା ଅଭିଯୋଗ

Published By : Prameya-News7 Bureau | September 16, 2023 IST

ଭୁବନେଶ୍ବର ୧୬।୯: ରାଜନୈତିକ ଅପରାଧିକ ଶାଖା (ଇଓଡବ୍ଲୁ)ରେ ହାଜର ହେଲେ ଜଣାଶୁଣା ରିୟଲ ଇଷ୍ଟେଟ୍ ବ୍ୟବସାୟୀ ତଥା ଜେଡ୍ ଇଷ୍ଟେଟ୍‌ ମାଲିକ ତପନ ମହାନ୍ତି । ଘଣ୍ଟାଏରୁ ଉର୍ଦ୍ଧ୍ବ ସମୟ ଧରି ତପନ ମହାନ୍ତିଙ୍କୁ ଇଓଡବ୍ଲୁ ପଚରାଉଚରା କରିଛି ।

ଜେଡ୍ ଓ୍ବାନ୍ ଆପାର୍ଟମେଣ୍ଟରେ ଘର ଯୋଗାଇବାରେ ଅନିୟମିତତା ଅଭିଯୋଗ ଆଧାରରେ ତପନ ମହାନ୍ତିଙ୍କୁ ଡାକିଛି ଇଓଡବ୍ଲୁ । ଆପାର୍ଟମେଣ୍ଟ ଓ୍ବେଲଫେୟାର ଆସୋସିଏସନ୍ ତପନ ମହାନ୍ତିଙ୍କ ବିରୋଧରେ ସ୍ଥାନୀୟ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ତପନ ମହାନ୍ତିଙ୍କୁ ପଚରାଉଚରା କରିଛି ଇଓଡବ୍ଲୁ ।

wp:html /wp:html

You Can Read :

wp:embed {"url":"https://www.prameyanews7.com/hanging-dead-body-of-finance-agent-found-in-cuttack/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hanging-dead-body-of-finance-agent-found-in-cuttack/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.