ଆନନ୍ଦପୁର ୨୫।୧୦: ଘସିପୁରା ଥାନା ବସନ୍ତପୁରା ଗାଁରେ କାନ୍ଥ ପଡି ଜଣେ ମହିଳା ଆହତ ହୋଇଛନ୍ତି । ଆହତ ମହିଳା ହେଲେ ମାଇନ ହାସଦା । ଚିକିତ୍ସା ପାଇଁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇପୁଅଙ୍କ ସହ ଘରେ ଶୋଇଥିବା ସମୟରେ ଲଗାଣ ବର୍ଷା ଯୋଗୁଁ ହଠାତ୍ କାନ୍ଥ ଭୁଶୁଡି ପଡିବାରୁ ମାଇନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ,...
![Mamata_mohan](https://api-news7.prameyanews7.com/prameya/document/compress/2/comp_2_175_1722072771347.webp)