ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

କଟକଣା ନରହିଲେ ସଂକ୍ରମଣ ପୁଣି ବଢିଯିବ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

25/08/2021 at 12:10 PM

ଭୁବନେଶ୍ବର ୨୫।୮: ଆଇଆଇଟି କାନପୁର ଷ୍ଟଡି ରିପୋର୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଏହା ସ୍ବାଗତଯୋଗ୍ୟ କଥା।  ଆଇଆଇଟି କାନପୁର ରିପୋର୍ଟ କହିଥିଲା ଜୁଲାଇ ୧୫ ସୁଦ୍ଧା ହଜାରେ ତଳକୁ ରାଜ୍ୟର ସଂକ୍ରମଣ ରହିବ କିନ୍ତୁ ବହୁ ବିଳମ୍ବରେ କମିଥିଲା । ତାଙ୍କର ପ୍ରେଡିକସନ ଠିକ୍ ଅଛି କିନ୍ତୁ ତାକୁ ଦେଖି ଆମେ କୋହଳ ହେବା ନାହିଁ।

ସର୍ଭିଲାନ୍ସ, ଭ୍ୟାକ୍ସିନକୁ ଗୁରୁତ୍ବ ଦେବା । କୋହଳ ହେଲେ ଅସୁବିଧାରେ ପଡିବା । ସରକାରଙ୍କ କ’ଣ ଦିଗଦର୍ଶନ ରହିବ କହିହେବନି। ସରକାରଙ୍କ ପାଖରେ ସବୁ ତଥ୍ୟ ରହିଛି । ତାକୁ ଦେଖି କି ସେପ୍ଟେମ୍ବର ଗାଇଡ୍ ଲାଇନରେ ନିଷ୍ପତ୍ତି ନେବେ ସରକାର। ଆଇଆଇଟି କାନପୁର ଷ୍ଟଡି କହୁଛି ବେଶୀ ଢିଲା ହେବାନି କି ବେଶୀ କଟକଣା ନରହୁ । ସବୁ ଜିନିଷ ଚାଲୁରଖିବା କୋଭିଡ଼ କଟକଣାରେ । ବର୍ତ୍ତମାନ ଆମେ ଦ୍ବିତୀୟ ଲହରରେ ଅଛୁ । ନିୟନ୍ତ୍ରଣ ଭିତରେ ଆମେ ଅଛୁ । କଟକଣା ନିୟନ୍ତ୍ରଣ ବାହାରକୁ ଚାଲିଗଲେ ସଂଖ୍ୟା ବଢିଯିବ ।

   Related Posts