suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଧମକପୂର୍ଣ୍ଣ ଚିଠି, ଆଉ ମୋବାଇଲରେ ଝିଅର ନଗ୍ନ ଫଟୋ ଫଠାଇ ୧୫ ଲକ୍ଷ ଟଙ୍କା ବ୍ଲାକମେଲ

13/10/2018 at 9:14 PM

ପାରାଦୀପ ୧୩/୧୦: ମୋବାଇଲରେ ନଗ୍ନ ଫଟୋ ପଠାଇ ଜଣେ ଝିଅକୁ ବ୍ଲାକମେଲ୍ କରୁଛନ୍ତି କିଛି ଯୁବକ । ଝିଅର ପରିବାରକୁ ୧୫ଲକ୍ଷ ଟଙ୍କା ଦେବାକୁ ଦାବି କରୁଛନ୍ତି ।  ଟଙ୍କା ନଦେଲେ ସାନଝିଅକୁ ଉଠାଇ ନେବାକୁ ଧମକ ଦେଉଛନ୍ତି । ମୋବାଇଲରେ ନିଜ ଫଟୋ ଦେଖି ଆତ୍ମହତ୍ୟା ଉଦ୍ୟମ କରୁଛି ଝିଅଟି । ଆଉ ହସ୍ପିଟାଲ ବେଡ୍ରେ ୧୩ଦିନ ଧରି ଜୀବନ ସହ ସଂଘର୍ଷ ପରେ ଶେଷରେ ଆଖି ବୁଜି ଦେଉଛି । ଅଭିଯୋଗ ପରେ ପୋଲିସ ଫଟୋ ପଠାଇଥିବା ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରୁଛି । ହେଲେ ତା’ ସହିତ ଥିବା ଅନ୍ୟମାନଙ୍କୁ ଛାଡ଼ି ଦେଉଛି । କୁହାଯାଉଛି ପଲିଟିକାଲ ପ୍ରେସରରେ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ସାହସ କରୁନି । ଝିଅର ପରିବାର ଏବେ କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କରୁଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ପାରାଦୀପ ଅଭୟଚାନ୍ଦପୁର ଥାନା ରଙ୍ଗିଆଗଡ଼ ମଝିବେଲାରି ଗାଁରୁ ।

   Related Posts