ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ମୁମ୍ବାଇରେ କ୍ୟାଟ୍ରିନା, ଏହି ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଛନ୍ତି ଭିକ୍କି କୌଶଲ! ଫଟୋ ଭାଇରାଲ…

14/06/2022 at 12:14 PM

ନୂଆଦିଲ୍ଲୀ ୧୪/୦୬: ଭିକି କୌଶଲ ଆଜିକାଲି ତାଙ୍କ ନୂଆ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି । ଭିକ୍କି ଫିଲ୍ମ ବୁଲବୁଲର ଅଭିନେତ୍ରୀ ତ୍ରୁପ୍ତି ଡିମ୍ରିଙ୍କ ସହ ଏକ ନୂଆ ପ୍ରୋଜେକ୍ଟରେ କାମ କରୁଛନ୍ତି । ଏଭଳି ପରିସ୍ଥିତିରେ ଉଭୟ କ୍ରୋଏସିଆରେ ଏକ ରୋମାଣ୍ଟିକ୍ ଗୀତ ଶୁଟିଂ କରୁଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ସୁଟିଂର ଫଟୋ ସୋସିଆଲ ମିଡିଆରେ ଲିକ୍ ହୋଇଛି ।

ଏହି ଫଟୋଗୁଡ଼ିକରେ କେବଳ କୋରିଓଗ୍ରାଫର ଫରାହ ଖାନ ଥିବା ନଜର ଆସିଛନ୍ତି । ଫଟୋଗୁଡ଼ିକରେ ବିକି କୌଶଲ ଏବଂ ତ୍ରୁପ୍ତି ଡିମ୍ରି ଏକାଠି ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଏହି ଫଟୋରେ ତ୍ରୁପ୍ତିଙ୍କୁ ହାତରେ ଟେକିଛନ୍ତି । ଠିକ୍ ସେତିକିବେଳେ ଦୁହେଁ ଭୁଇଁରେ ପଡି ରୋମାନ୍ସ କରୁଥିବା ନଜର ଆସିଛନ୍ତି । ତ୍ରୁପ୍ତି ୟେଲୋ କଲର କ୍ରପ୍ ଟପ୍ ଏବଂ ସ୍କର୍ଟ ପିନ୍ଧିଥିବାବେଳେ ଭିକ୍କୀ ଫର୍ମାଲ ଜ୍ୟାକେଟ ଏବଂ ପ୍ୟାଣ୍ଟ ପିନ୍ଧିଛନ୍ତି ।

ଦୁଇଜଣ ସମୁଦ୍ର କୂଳେ ଗୀତର ସୁଟିଂ କରିଛନ୍ତି । ନିର୍ଦ୍ଦେଶକ ଆନନ୍ଦ ତିୱାରୀଙ୍କ ଆଗାମୀ ରୋମାଣ୍ଟିକ ଚଳଚ୍ଚିତ୍ରରେ ଭିକ୍କୀ ଏବଂ ତ୍ରୁପ୍ତି ଏକାଠି କାମ କରୁଛନ୍ତି। ଦୁହେଁ ଦୀର୍ଘ ସମୟ ଧରି କ୍ରୋଏସିଆରେ ଅଛନ୍ତି ।

   Related Posts