ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ, ବାପା ପୁଅ ମୃତ
24/05/2018 at 6:55 AM

ବାଲେଶ୍ବର-ଚାନ୍ଦିପୁର ରାସ୍ତା ନୂଆ ନଈଘାଟ ନିକଟରେ ଦୁର୍ଘଟଣା
ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ
ଦୁର୍ଘଟଣାରେ ବାପା ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି
ଗୁରୁତରଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
କୁଲାଡିକୁ ଇଟା ନେବାକୁ ଆସୁଥିବା ବେଳେ ଦୁର୍ଘଟଣା
Related Posts
ଗଞ୍ଜେଇ ବୋଝେଇ ପିକ୍ଅପ୍କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
22 March 2023