suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୯ବର୍ଷରୁ କମ୍ ବିଶ୍ବକପ୍ କ୍ରିକେଟ୍ : ଆଜି ଭାରତ-ବାଂଲାଦେଶ ମଧ୍ୟରେ ଫାଇନାଲ୍ ମୁକାବିଲା

9/02/2020 at 8:08 AM

ନୂଆଦିଲ୍ଲୀ ୯।୨: ଆଜି ଖେଳାଯିବ ୧୯ ବର୍ଷରୁ କମ୍ ବିଶ୍ବକପ୍ କ୍ରିକେଟ୍ ଫାଇନାଲ୍ । ଫାଇନାଲରେ ଡିଫେଣ୍ଡି ଚାମ୍ପିଅନ୍ ଭାରତ ସହ ବାଂଲାଦେଶର ମୁକାବିଲା ହେବ । ଦୁଇ ଏସୀୟ ଟିମ୍ ମଧ୍ୟରେ ଏଥର ମୁକାବିଲା ହେବ ।

ପ୍ରଥମଥର ପାଇଁ ବାଂଲାଦେଶ ଫାଇନାଲକୁ ଯାଇଛି । ରବିବାର ସାଢେ ଗୋଟାଏ ବେଳେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଭାରତୀୟ ଟିମ୍ କୁ ଏଥର ଫେଭରିଟ୍ ବୋଲି ଧରାଯାଉଛି ।

ପୂର୍ବରୁ ଭାରତ ୨୦୦୦, ୨୦୦୮, ୨୦୧୨ ଓ ୧୦୧୮ ରେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଚାମ୍ପିଅନ୍ ହୋଇଛି । ସେମିଫାଇନାଲରେ ପାକିସ୍ତାନ ବିରୋଧରେ ଅପରାଜିତ ଶତକ ମାରିଥିବା ଭାରତର ଯଶସ୍ବୀ ଜୟସ୍ବାଲଙ୍କ ଉପରେ ଫ୍ୟାନଙ୍କ ନଜର ରହିଛି ।

   Related Posts