suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଜଗତପୁର ଖଇରା ନିକଟରେ ବଡ଼ ଧରଣର ଦୁର୍ଘଟଣା, ଫଳ ଦୋକାନ ଉପରକୁ ମାଡ଼ିଗଲା ଟ୍ରକ, ୮ ଗୁରୁତର

10/12/2022 at 5:47 PM

କଟକ, ୧୦/୧୨: କଟକ ଜଗତପୁର ଖଇରା ନିକଟରେ ବଡ଼ ଧରଣର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଫଳରେ ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ପଟରୁ ଆସୁଥିବା ଏକ ଟ୍ରକ ଫଳ ଦୋକାନ ଭିତରକୁ ପସି ଯାଇଥିଲା । ସନ୍ଧ୍ୟା ସମୟରେ ଫଳ ଦୋକାନରେ ଭିଡ ଲାଗିଥିଲା । ଟ୍ରକ ତଳେ କାର ମଟର ସାଇକେଲ ଚାପି ହୋଇ ରହିଛି । ବର୍ତ୍ତମାନ ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି । 

   Related Posts