ଜଗତପୁର ଖଇରା ନିକଟରେ ବଡ଼ ଧରଣର ଦୁର୍ଘଟଣା, ଫଳ ଦୋକାନ ଉପରକୁ ମାଡ଼ିଗଲା ଟ୍ରକ, ୮ ଗୁରୁତର
10/12/2022 at 5:47 PM

କଟକ, ୧୦/୧୨: କଟକ ଜଗତପୁର ଖଇରା ନିକଟରେ ବଡ଼ ଧରଣର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଫଳରେ ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ପଟରୁ ଆସୁଥିବା ଏକ ଟ୍ରକ ଫଳ ଦୋକାନ ଭିତରକୁ ପସି ଯାଇଥିଲା । ସନ୍ଧ୍ୟା ସମୟରେ ଫଳ ଦୋକାନରେ ଭିଡ ଲାଗିଥିଲା । ଟ୍ରକ ତଳେ କାର ମଟର ସାଇକେଲ ଚାପି ହୋଇ ରହିଛି । ବର୍ତ୍ତମାନ ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି ।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023