ପାଟଣା ୧୪।୫: ରାଜପଥ କଡ଼କୁ ଓଲଟି ପଡ଼ିଲା ଟ୍ରେନ୍ ଚକ ବୋଝେଇ ଟ୍ରେଲର । ରାସ୍ତା କଡରେ ଛିଡା ହୋଇଥିବା ବେଳେ ଭାରସାମ୍ୟ ହରାଇ ରାଜପଥ କଡ଼ ୧୫ ଫୁଟ ତଳକୁ ଖସିପଡି ଓଲଟି ପଡିଥିଲା ଟ୍ରେଲର । ଟ୍ରେଲରକୁ ରାଜପଥ କଡ଼ରେ ଛିଡା କରି ଡ୍ରାଇଭର ପାଣି ଆଣିବାକୁ ଯାଇଥିବା ବେଳେ ଦୁର୍ଘଟଣା ଘଟିଛି । ୪୯ ନଂ ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ଚିଲିଦା ନିକଟରେ ଦୁର୍ଘଟଣା ଘଟିଛି । ଟ୍ରେଲରକୁ ଅଟକାଇବାକୁ ଯାଇ ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର । ମହାରାଷ୍ଟ୍ରରୁ କଲିକତାକୁ ଟ୍ରେନ୍ ଚକ ନେଇ ଯାଉଥିଲା ଟ୍ରେଲର ।
You Can Read:
ବାଇକ୍କୁ ଧକ୍କା ଦେଲା ‘ଆମ ବସ୍' : ଜଣଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର