ସେପ୍ଟେମ୍ବର ୨୮ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | September 28, 2022 IST

ମେଷ:~  ପାରସ୍ପରିକ ସହକମତି ମଧ୍ୟରେ ପରିବାରରେ ସୁଖ ଶାନ୍ତି ଫେରି ଆସିବ। କେତେକ ଅସଂପୂର୍ଣ୍ଣ କାମକୁ ଶେଷ କରିବେ। ଗୃହରେ ମଙ୍ଗଳଉତ୍ସବ ତଥା ବନ୍ଧୁ ଚର୍ଚ୍ଚା, ପବିତ୍ର ସ୍ଥାନ ଭ୍ରମଣ, ବିଳାସ ଦ୍ରବ୍ୟପ୍ରାପ୍ତି ଉଚ୍ଚମନୋଭାବ ଓ ଆଥିôକ ଭାରସାମ୍ୟ ସୁରକ୍ଷିତ ରହିବ।

ଶୁଭ ରଙ୍ଗ:~  କଫି, ଶୁଭଅଙ୍କ:~  ୨

ଗୃହିଣୀ- ପରକୁ ଆପଣାର କରିବେ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ।

ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ।

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ।

ବୃଷ:~  ଭଲ ସମ୍ପର୍କ ରଖୁ ନ ଥିବା ବ୍ୟକ୍ତିମାନଙ୍କ ନିକଟରୁ ଆଜି ଯଥା ସମ୍ଭବଦୂରେଇ ରହିବା ଭଲ। ଦେହ ଓ ମନରେ ସୁସ୍ଥ ରହିବେ। ବିବାଦ ଜୟ ସନ୍ତାନ ସନ୍ତତିସୁଖ, ସଂପାଦନ ଓ ଯାତ୍ରା ଶୁଭର ସମ୍ଭାବନା ଅଛି। ଗୁରୁଜନଙ୍କଆଶୀର୍ବାଦ ମିଳିବ। ବିଦ୍ୟାର୍ଥୀମାନେ ଶ୍ରେଣୀ ଶୀକ୍ଷାରେ ଉଚ୍ଚଫଳ ପାଇବେ।

ଶୁଭ ରଙ୍ଗ:~  ୟେଲୋ, ଶୁଭ ଅଙ୍କ:~  ୪

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ।

ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ।

କର୍ମଜୀବି- ଜଳଯାତ୍ରା ମନା।

ବ୍ୟବସାୟୀ- ସଫଳତା ମିଳିବ।

ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ।

ମିଥୁନ:~  ଅଯଥା ବିରକ୍ତି ପ୍ରକାଶ ନ କରି ପିଲାଙ୍କ ଅଭିଯୋଗ କୁଗୁରୁତର ସହ ବିଚାର କରନ୍ତୁ। ଶତ୍ରୁପୀଡା ପ୍ରାୟତଃ ଭୋଗ ହେବ ।ଦୂରଯାତ୍ରା କ୍ଳେଶଦାୟକ ହୋଇପାରେ। ଆଇନ ଅଦାଲତ ରାୟ ସପକ୍ଷରେଯିବ। ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି ପରିବାରରେ ସ୍ନେହ ସଦ୍ଦିଚ୍ଛା, ବ୍ୟବସାୟିକ ଲାଭ ଓ ଧର୍ମାନୁଷ୍ଠାନ ସହ ସଂପୃକ୍ତି ବଢିବ।

 ଶୁଭ ରଙ୍ଗ:~  ନୀଳ, ଶୁଭ ଅଙ୍କ:~  ୬

ଚାଷୀ- ଜଳ ସଞ୍ଚୟ କରନ୍ତୁ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ।

ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ।

କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ।

ବ୍ୟବସାୟୀ- ଅର୍ଥ ହାନୀ ହେବ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ।

କର୍କଟ – ପୁରାତନ ରୋଗର ପ୍ରାଦୁର୍ଭାବ ମୁଣ୍ଡବ୍ୟଥାର କାରଣହୋଇପାରେ। ଦିନଟି ବିଶେଷ ଶୁଭ କାରକ ନୁହେଁ। ବ୍ୟୟ ବୃଦ୍ଧିକାରଣରୁ ସଞ୍ଚୟ ଜମାହ୍ରାସ ହୋଇପାରେ। ସାଂଗଠନିକ କ୍ଷେତ୍ରରେ ନେତୃତ୍ୱଗ୍ରହଣ କରିବେ। ଉଦଯୋଗ ସିଦ୍ଧି,ବଚନ କୁଶଳତା,ସରକାରୀ ପ୍ରୋତ୍ସାହନ, ରାଜନୀତିରେ ପରୋକ୍ଷ ଶତ୍ରୁ ବଢିବେ।

ଶୁଭ ରଙ୍ଗ:~  ଧଳା, ଶୁଭ ଅଙ୍କ:~  ୩

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ।

ରୋଗୀ- ଅସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ପରକୁ ଆପଣାର କରିବେ।

ସିଂହ:~  ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାରକରିବାକୁ ପଡିବ। ମାନସିକ ଅବସାଦ ଦୂର ହେବ। ଉଚ୍ଚ ବର୍ଗ ସହିତସୁସଂପର୍କ ରହିବ। ନିର୍ମାଣ କାର୍ଯ୍ୟ ହାତକୁ ନେଇ ସଫଳ ହେବେ। ସନ୍ତାନ ସୁଖବିବାଦ ଜୟ ଆଭୂଷଣ ପ୍ରାପ୍ତି ଧର୍ମାନୁଷ୍ଠାନ ସହ ସଂପୃକ୍ତି, ବିଚାରଶକ୍ତିରେ ପ୍ରଖରତା ଓ ଯାତ୍ରାରେ ଶୁଭ।

ଶୁଭ ରଙ୍ଗ:~ ପିଙ୍କ୍, ଶୁଭ ଅଙ୍କ:~  ୨

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ।

କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ।

ଗୃହିଣୀ- ସୁଖ ଅନୁଭବ କରିବେ।

କନ୍ୟା:~  ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। କର୍ମ କ୍ଷେତ୍ରରେ ପରସ୍ପର ବିରୋଧ ଚିନ୍ତାଧାରା ଲାଗି ରହିବ। ଶତ୍ରୁ ବୃଦ୍ଧିରଆଶଙ୍କା ଅଧିକ। ବ୍ୟବସାୟିକ କ୍ଷେତ୍ରରେ ଲାଭାଂଶ ଅଧିକ ବଢିବ। ପୁରାତନ ରୋଗପୀଡା ପୁନଃ ଭୋଗ ହୋଇପାରେ।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~  ୮

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ।

କର୍ମଜୀବି- ଜଳଯାତ୍ରା ମନା।

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ।

ଚାଷୀ- ଶ୍ରମ ସାର୍ଥକ ହେବ।

ତୁଳା:~  ଦୀର୍ଘ ଦିନରୁ ଭାଙ୍ଗିପଡିଥିବା ସମ୍ପର୍କ ପୁଣି ଯୋଡିହୋଇଯିବ। କଲ୍ୟାଣ ଚନ୍ଦ୍ର ଭୋଗ ହେଉଛି। ସାମୟିକ କ୍ଷେତ୍ରରେ ଉଚ୍ଚମାନ୍ୟତା ଲାଭ, ବିଳାସ ଦ୍ରବ୍ୟ କ୍ରୟ ନୂତନ କର୍ମ ନିଯୁକ୍ତି , ଋଣ ପରିଶୋଧ, କର୍ମ କ୍ଷେତ୍ରରେ ସରକାରୀ ଦିଗରୁ ଉପକୃତ ହେବେ।

ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~  ୬

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ।

କର୍ମଜୀବି- ଅର୍ଥ ହାନୀ ହେ ।

ବ୍ୟବସାୟୀ- ଅର୍ଥ ଲାଭ ହେବ।

ଗୃହିଣୀ- ସୁଖଭାରା ଦିନଟି।

ବିଛା:~ ଆଶା କରିଥିବା ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ। ବିଳାସ ଦ୍ରବ୍ୟ କ୍ରୟରେ ଅଧିକ ବ୍ୟୟ କରିବେ। ବନ୍ଧୁ ବାନ୍ଧବ ସଂପର୍କ ତ୍ୱରାନ୍ୱିତ ହେବ। ପରୋପକାରରେଖୁସି,ଆଧ୍ୟାତ୍ମିକ ଅନୁଭୂତି, କର୍ମକ୍ଷେତ୍ରରେ ବିଳମ୍ବ, ଆହାରବିଶ୍ରାମ ଅନିୟମିତ ହେବ।

ଶୁଭ ରଙ୍ଗ:~  ଧଳା, ଶୁଭ ଅଙ୍କ:~  ୧

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ନୂଆ ଡିଲ୍ ମିଳିବ।

କର୍ମଜୀବି- ପ୍ରମୋସନ୍ ମିଳିବ।

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍।

ଧନୁ:~  ଗୃହ ସୀମା କିମ୍ବା ଘରଭଡା କୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନହୋଇପାରନ୍ତି। ପ୍ରିୟଜନଙ୍କ ସହିତ ମୋମାଳିନ୍ୟ ଦୁର କରି ପାରିବେ।ଈଶ୍ୱର ନିଷ୍ଠା, ତୀର୍ଥ ବ୍ରତରେ ଋଚି, ପତିତ ଅର୍ଥ ଉଦ୍ଧାର, ସମସ୍ୟା ସମାଧାନ, ସାମାଜିକ ସମ୍ମାନ ଓ ପ୍ରତିଷ୍ଠା ପାଇବେ।

 ଶୁଭ ରଙ୍ଗ:~  ପିଚ୍, ଶୁଭ ଅଙ୍କ:~  ୭

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ।

ରୋଗୀ- ଅସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ପରକୁ ଆପଣାର କରିବେ।

ମକର:~  ଆପଣଙ୍କ ବିଚାରଧାରାକୁ ଠିକ୍ ମାର୍ଗରେ ପରିଚାଳିତକରିବ। ଆହାର ବିଶ୍ରାମରେ ଅନିୟମିତ କାରଣରୁ ଉଦାର ସମସ୍ୟା ପ୍ରାୟତଃ ଭୋଗ ହେବ। ଧର୍ମ କର୍ମରେ ସଫଳ ପ୍ରୟାସ ଦୂର ଗମନ ରେ ଶୁଭ,ବ୍ୟବସାୟ କ୍ଷେତ୍ର ପରିସର ବୃଦ୍ଧି,ପିତୃ ମାତୃ ସୁଖ ଯୁକ୍ତି ତର୍କରେ ବିଜୟୀ ହେବେ।

ଶୁଭ ରଙ୍ଗ:~  କ୍ରୀମ୍, ଶୁଭ ଅଙ୍କ:~  ୫

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।

କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

କୁମ୍ଭ:~ ଫଳତଃ ସଫଳ ଆଲୋଚନା, ସମସ୍ୟା ସମାଧାନ, ଅର୍ଥନୈତିକଅଭିବୃଦ୍ଧିରେ ସହାୟକ ହେବ। କେତେକ ବିଶେଷ ସମସ୍ୟାର ବୋଝ କମିବ।ସଜ୍ଜନ ସଂପର୍କରୁ ସତ ପରାମର୍ଶ ପାଇବେ। ରାଜକୀୟ କାର୍ଯ୍ୟରେମର୍ଯ୍ୟାଦାଜନକ ସ୍ଥିତି, ପରମାର୍ଥ ଅନୁଚିନ୍ତନ , କୁଟୁମ୍ବ ସୁଖ, ଆର୍ଥିକ ଉନ୍ନତି, ରାଜନୀତିରେ ଲୋକ ସଂପର୍କରେ ବୃଦ୍ଧି ଘଟିବ।

 ଶୁଭ ରଙ୍ଗ:~  ୟେଲୋ, ଶୁଭ ଅଙ୍କ:~  ୬

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍।

ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ।

କର୍ମଜୀବି- ସମ୍ମାନିତ ହେବେ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ।

ଗହିଣୀ- ସଦିଚ୍ଛା ଭାବ ରହିବ।

ମୀନ:~ ପିଲାଙ୍କ ଗୌରବ ସାମୟିକ ସାନ୍ତ୍ୱନାର କାରନ ହେବ। ରକ୍ତ ପ୍ରଦୂଷଣସମସ୍ୟା କିମ୍ବା ଉଦରପୀଡାର ସମ୍ଭାବନା ଅଧିକ ଅଛି। ଅର୍ଥ ପାଇଁ ଅନର୍ଥଆସିପାରେ। ରାଜନୀତିରେ ଉଚ୍ଚ ପଦାଧିକାରୀଙ୍କ ସହିତ ମଧୁର ସଂପର୍କ ରହିବ।

ଶୁଭ ରଙ୍ଗ:~  ଧଳା, ଶୁଭ ଅଙ୍କ:~ ୯

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.