ଟିଟିଲାଗଡ଼ ମଦଭାଟିରୁ ଲକ୍ଷାଧିକ ଟଙ୍କା ଲୁଟ୍ କଲେ ଦୁର୍ବୃତ୍ତ
29/09/2018 at 11:50 AM

ଟିଟିଲାଗଡ ୨୯/୦୯:ଟିଟିଲାଗଡରେ ଲୁଥୁରବନ୍ଦ ଏବଂ ପେଣ୍ଡରାପଦର ମଦଭାଟିରୁ ଡକାୟତି ହୋଇଛି। ବିଭିନ୍ନ ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ କଲେ ଦୁର୍ବୃତ୍ତ। ଏକ ଅଟୋରେ ଆସି ଟଙ୍କା ଲୁଟିବା ସହ ମଦଭାଟି କର୍ମଚାରୀଙ୍କୁ ମାଡମାରି ନେଇଗଲେ ଶହ ଶହ ମଦ ପାଉଚ। ଦୁଇ ଗୋଟି ମଦଭାଟି ଉପରେ ଗୋଟିଏ ଗ୍ୟାଙ୍ଗ ଲୁଟ କରିଥିବା ସୂଚନା ମିଳିଛି। ପାଂଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ ହୋଇଥିବା ସୂଚନାରୁ ଜଣାପଡ଼ିଛି। ସପ୍ତାହକ ମଧ୍ୟରେ ତିନୋଟି ମଦଭାଟିରୁ ହୋଇଛି ଡକାୟତି ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023