୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା; ୩ ମୃତ

Published By : Prameya-News7 Bureau | January 31, 2023 IST

ଝାରସୁଗୁଡ଼ା ୩୧/୦୧: କୋଲାବିରା ୪୯ ନମ୍ୱର ଜାତୀୟ  ଜାତୀୟ ରାଜପଥ ସନ୍ୟାସିପାଲି ଛକରେ ଟ୍ରକ୍‌ ଓ ବାଇକ୍‌ ଧକ୍କ। ଏହି ଦୁର୍ଘଟଣା ଫଳରେ ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ଝାଡ଼ଖଣ୍ଡର ବାସିନ୍ଦା ବୋଲି ଜଣାପଡ଼ିଛି। ମୃତାହତମାନେ ଜିଲ୍ଲାରେ ଥିବା ବେଦାନ୍ତ କାରଖାନର କର୍ମଚାରୀ ଥିଲେ ବୋଲି ସ୍ପଷ୍ଟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.