oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଲଗାଣ ବର୍ଷାରେ ଧୋଇ ହୋଇଗଲା କଲଭର୍ଟ, ଦୁଇ ପଞ୍ଚାୟତ ବିଛିନ୍ନ

20/09/2022 at 6:11 PM

ଫୁଲବାଣୀ, ୨୦/୦୯: ଲଘୁଚାପ ଜନିତବର୍ଷାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି l ଲଗାଣ ବର୍ଷାରେ ତୂମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ କୃତମଗଡ଼ ଠାରୁ ସିରଲା ଓ କୋଟଗଡ଼ ଠାରୁ ପାରିଗଡ଼ ପଂଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବଟେଡିମୁଣ୍ଡା କଲଭର୍ଟ ଧୋଇ ହୋଇଯାଇଛି l ଫଳରେ ୨ ପଂଚାୟତର ବୁଢା ଖମ୍ବା, ପାରିଗଡ଼, ଗନଯୁଗୁଡା, ମୁଣ୍ଡା ସିଙ୍ଗ, ସାରସିଙ୍ଗିଆ, ବାଲିଗଡା ଆଦି ଅନେକଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି l ବ୍ଲକ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଉଦ୍ୟମ କରାଯାଉଥିବା ପ୍ରଶାସନ ସୂଚନା ଦେଇଛି l

   Related Posts