କାଲିଠୁ ଉପାସରେ ମହାପ୍ରଭୁ ; ଭକ୍ତଙ୍କ ମଧ୍ୟରେ ଉଦବେଗ
17/04/2018 at 9:18 AM

କାଲିଠୁ ଉପାସରେ ମହାପ୍ରଭୁ … ଏବେବି ମହାପ୍ରସାଦ ବାହାରିବା ନେଇ ଅଚଳାବସ୍ଥା.. ସିଂହଦ୍ବାର ଆଗରେ ସୁଆର ନିଯୋଗର ଧାରଣା … ପୋତା ହେଲା ଅହ୍ମଣିଆ… ଶ୍ରୀମନ୍ଦିର ନୀତି ବିଭ୍ରାଟ ନେଇ ଭକ୍ତଙ୍କ ମଧ୍ୟରେ ଉଦବେଗ …
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023