scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ୱଚ୍ଛ ବାୟୁ ଦିବସ ଅବସରରେ CRUTର ସ୍ୱତନ୍ତ୍ର ବ୍ୟବସ୍ଥା, ରାଜଧାନୀରେ ସମସ୍ତ ଇ-ବସ୍, ଇ- ରିକ୍ସା ମାଗଣା

7/09/2023 at 10:54 AM

ଭୁବନେଶ୍ୱର ୦୭/୦୯: ଭୁବନେଶ୍ୱରରେ ସମସ୍ତ ଇ-ବସ , ଇ- ରିକ୍ସା ମାଗଣା । ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରୁଛନ୍ତି ଯାତ୍ରୀ । CRUT ପକ୍ଷରୁ ଭୁବନେଶ୍ୱର ରେ ଗଡୁଥିବା ୫୦ଟି ମୋ ଇ- ବସ ଓ ୫୦ ଇ-ରିକ୍ସାରେ ମାଗଣା ଯାତ୍ରା । ଭୁବନେଶ୍ୱର ସହର ମଧ୍ୟରେ ୧୦ଟି ରୁଟ୍‌ରେ ଚାଲୁଛି ଇଲେକ୍ଟ୍ରି ଭେଇକିଲ । ସ୍ୱଚ୍ଛ ବାୟୁ ଦିବସ ଅବସରରେ ପ୍ରଦୂଷଣ କମାଇବା ଲକ୍ଷ୍ୟ ନେଇ ନିଷ୍ପତ୍ତି ।

ସୂଚନା ଥାଉକି, ବିନା ପଇସାରେ ନେଉଛି ମୋ ବସ୍ । ସ୍ୱଚ୍ଛ ବାୟୁ ଦିବସରେ ପରିବେଶକୁ ସ୍ୱଚ୍ଛ ସହ ପ୍ରଦୂଷଣ ରୋକିବା ପାଇଁ ଭୁବନେଶ୍ଵରରେ ବିଏମସି ପକ୍ଷରୁ ସ୍ୱଚ୍ଛ ବାୟୁ ଦିବସ ଓ ପଦଯାତ୍ରା ଅନୁଷ୍ଠିତ ହୋଇଛି । ସେପଟେ ଆଜି ଭୁବନେଶ୍ୱରରେ ସମସ୍ତ ଇ-ବସ , ଇ- ରିକ୍ସା ମାଗଣା ଚାଲିବା ନେଇ ସୂଚନା ଦେଇଛନ୍ତି ମେୟର । ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରିପାରୁଛନ୍ତି ଯାତ୍ରୀ । CRUT ପକ୍ଷରୁ ଭୁବନେଶ୍ୱର ରେ ଗଡୁଥିବା ୫୦ ଟି ମୋ ଇ- ବସ ଓ 50ଟି ଇ-ରିକ୍ସା ରେ ମାଗଣା ଯାତ୍ରା କରିବେ ଯାତ୍ରୀ ।

   Related Posts