ଆପଣ ହନୁମାନଙ୍କର ପୂଜାକରୁଛନ୍ତି କି ,ତା ହେଲେ ମଙ୍ଗଳବାର କରନ୍ତୁ ନାହିଁ ଏସବୁ କାମ

Published By : Prameya-News7 Bureau | December 10, 2018 IST

ଆପଣ ଯଦି ହନୁମାନଙ୍କର  ଭକ୍ତ । ତା ହେଲେ ତାଙ୍କ ପ୍ରିୟବାର ମଙ୍ଗଳବାରରେ ଏସବୁ କିଛି କରନ୍ତୁ ନାହିଁ । ଯଦି ଆପଣ ଏସବୁ ବାବଦରେ ନୀତିନିୟମ କିଛି ମାନନ୍ତି ନାହିଁ , ତାହେଲେ ଆପଣ ଯେତେ ପୂଜା କଲେ ବି କିଛି ଫଳ ମିଳିବାର  ସମ୍ଭାବନା ନାହିଁ । ନା ଆପଣ ହୋଇପାରିବେ ସୌଭାଗ୍ୟଶାଳୀ ନା ଧନବାନ । ଆପଣ ବଜରଂଗୀବାଲୀଂକର ଆଶିଷ ବି ପାଇପାରିବେ ନାହିଁ ।

ତାହେଲେ ଆପଣ ଧ୍ୟାନ ଦିଅନ୍ତୁଏହି ୭ଟି କଥା…ଯାହା ଆପଣଙ୍କୁ ମିଳିପାରେ  ଅନେକ ସୁଖ-ସୌଭାଗ୍ୟ

୧. ମଙ୍ଗଳବାର ଦିନ ଲୁଣଖାଆନ୍ତୁ ନାହିଁ ।

୨.ମିଠା ଜିନିଷ ବି ଖାଆନ୍ତୁ।

୩.ଧଳାରଂଗର ପୋଷାକ ପିନ୍ଧିପୂଜା କରନ୍ତୁ ନାହିଁ । ହନୁମାନଙ୍କର ପ୍ରିୟ ରଂଗ ଗୈରିକ ହୋଇଥିବାରୁ ଅନ୍ୟ ରଂଗର ପୋଷାକ ପିନ୍ଧନ୍ତୁନାହିଁ ।

୪.ମାଂସ  କିମ୍ଵା ଆମିଷ ଭକ୍ଷଣ କରନ୍ତୁ ନାହିଁ ।

୫.ଆପଣଙ୍କ ମନ ଅଶାନ୍ତ କିକ୍ରୋଧ ଅଛି ତାହେଲେ ହନୁମାନଙ୍କୁ ପୂଜା କରନ୍ତୁ ନାହିଁ ।

୬.ଅଭଂଗା କିମ୍ଵା ଅକ୍ଷତଅବସ୍ଥାରେ ନ ଥିବା ମୂର୍ତ୍ତି ପୂଜା କରନ୍ତୁ ନାହିଁ ।

୭.ହନୁମାନଙ୍କ ପୂଜାରେ ପାଦୁକା ବ୍ୟବହାର କରନ୍ତୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.