ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଭାରତକୁ ଆଉ ଏକ ଝଟକା : ୧୪୦ ରନରେ ଆଉଟ ହେଲେ ରୋହିତ ଶର୍ମା

16/06/2019 at 5:13 PM

ପାକିସ୍ତାନକୁ ଆଉ ଏକ ସଫଳତା ମିଳିଛି . ହସନ ଅଲ୍ଲୀଙ୍କ ବଲରେ ରୋହିତ ଶର୍ମା ଆଉଟ ହୋଇଯାଇଛନ୍ତି । ରୋହିତ ଶର୍ମା ୧୧୩ ବଲରେ ୧୪୦ ରନ କରି ଆଉଟ ହୋଇଯାଇଛନ୍ତି ।

ରୋହିତ ଶର୍ମା ତାଙ୍କର ୨୪ତମ ଶତକ ପୁରା କରିଛନ୍ତି । ୱାର୍ଲଡକପ୍ ୨୦୧୯ରେ ଏହା ତାଙ୍କର ଦ୍ୱିତୀୟ ଶତକ । ପାକିଷ୍ଟନ ବିପକ୍ଷରେ ଆଜିର ମ୍ୟାଚରେ ଏବେ ପର୍ଯ୍ୟନ୍ତ ସେ ୩ଟି ଛକ୍କା ଓ ୯ଟି ଚୌକା କରି ସାରିଛନ୍ତି ।

   Related Posts