ପାକିସ୍ତାନକୁ ଆଉ ଏକ ସଫଳତା ମିଳିଛି . ହସନ ଅଲ୍ଲୀଙ୍କ ବଲରେ ରୋହିତ ଶର୍ମା ଆଉଟ ହୋଇଯାଇଛନ୍ତି । ରୋହିତ ଶର୍ମା ୧୧୩ ବଲରେ ୧୪୦ ରନ କରି ଆଉଟ ହୋଇଯାଇଛନ୍ତି ।
{"id":123688}ରୋହିତ ଶର୍ମା ତାଙ୍କର ୨୪ତମ ଶତକ ପୁରା କରିଛନ୍ତି । ୱାର୍ଲଡକପ୍ ୨୦୧୯ରେ ଏହା ତାଙ୍କର ଦ୍ୱିତୀୟ ଶତକ । ପାକିଷ୍ଟନ ବିପକ୍ଷରେ ଆଜିର ମ୍ୟାଚରେ ଏବେ ପର୍ଯ୍ୟନ୍ତ ସେ ୩ଟି ଛକ୍କା ଓ ୯ଟି ଚୌକା କରି ସାରିଛନ୍ତି ।
{"id":123689,"width":589,"height":386} {"id":123694,"width":583,"height":371}