ଢେଙ୍କାନାଳ କୋରିଆଁ ବାଇପାସ ନିକଟରେ ଦୁର୍ଘଟଣା;ଦୁର୍ଘଟଣାରେ ଜଣେ ମୃତ,୮ ଗୁରୁତର
10/05/2018 at 4:50 AM

ଢେଙ୍କାନାଳ କୋରିଆଁ ବାଇପାସ ନିକଟରେ ୨ଟି କାର ମୁହାଁମୁହିଁ ଧକ୍କା । ଜଣେ ମୃତ, ୮ ଗୁରୁତର । ମୃତକ ହେଲେ ସଦରଥାନା ପଦ୍ମନାଭପୁରର ଶିରିଆ ସାହୁ । ୮ ଜଣ ଗୁରୁତରଙ୍କୁ ଉଦ୍ଧାର ପରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି।
Related Posts
କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର
2 June 2023