ପାଖେଇ ଆସୁଛି ରଥଯାତ୍ରା, ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

Published By : Prameya-News7 Bureau | June 08, 2023 IST

ପୁରୀ ୦୮।୦୬ : ଶୃଙ୍ଖଳିତ ରଥଯାତ୍ରା ପାଇଁ ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ। ଏହି ବୈଠକରେ ପରିଚାଳନା କମିଟି ସଦସ୍ୟ ଓ ସେବାୟତ ଉପସ୍ଥିତ ରହିବେ।

wp:embed {"url":"https://www.prameyanews7.com/secret-policy-of-mahaprabhu-is-going-on-in-ansar-pindi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/secret-policy-of-mahaprabhu-is-going-on-in-ansar-pindi/
/wp:embed

ଖବର ଅନୁଯାୟୀ, ଆଉ କେଇ ଦିନଟା ପରେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଏଥି ପାଇଁ ଜୋରସୋରରେ ଆଗେଇ ଚାଲିଛି ରଥ କାମ । ଏହିକ୍ରମରେ ଶୃଙ୍ଖଳିତ ରଥ ଯାତ୍ରା ନେଇ ପ୍ରସ୍ତତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସକ । ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ପରିଚାଳନା କମିଟି ସଦସ୍ୟ ଓ ସେବାୟତମାନେ ଉପସ୍ଥିତ ରହିବେ । ଭକ୍ତଙ୍କ ସୁବିଧା ନିମନ୍ତେ ପର୍ଯ୍ୟାପ୍ତ ପାନୀୟ ଜଳ, ବଡଦାଣ୍ଡର ବିଭିନ୍ନ ସ୍ଥାନରେ ବିଶ୍ରାମ ସ୍ଥଳୀ, ଆଶୁ ଚିକିତ୍ସା କେନ୍ଦ୍ର ସହ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା ।

wp:embed {"url":"https://www.prameyanews7.com/bollywood-aishwarya-rai-bachchan-826-crore-rupees-net-worth-is-more-than-abhishek-bachchan-these-expensive-things-owned/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bollywood-aishwarya-rai-bachchan-826-crore-rupees-net-worth-is-more-than-abhishek-bachchan-these-expensive-things-owned/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.