ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ଚାକିରୀରୁ ନିଲମ୍ବିତ
6/05/2018 at 1:31 PM

ପାଟଣାଗଡ ପାର୍ଲସ ବିସ୍ଫୋରଣ ଘଟଣାରେ ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲର ରିମାଣ୍ଡ ଅବଧି ଶେଷ ….
ଆସନ୍ତାକାଲି ପାଟଣାଗଡ଼ ଏସଡିଜେଏମ କୋର୍ଟରେ ପୁଞ୍ଜିଲାଲକୁ ହାଜର କରିବା କ୍ରାଇମବ୍ରାଞ୍ଚ ….
ତଥ୍ୟ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି କ୍ରାଇମବ୍ରାଞ୍ଚ ….
ଛତିଶଗଡରେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ପ୍ରେସମିଟ୍ ….
ଅଟୋ ଚାଳକ ଓ ରିକ୍ସା ଚାଳକଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି କ୍ରାଇମବ୍ରାଞ୍ଚ …
ନିଜଆଡୁ ଆସି ପୁଞ୍ଜିଲାଲ୍ ବିଷୟରେ ସୂଚନା ଦେଲେ ମିଳିବ ପୁରସ୍କାର ….
୨୫ ହଜାର ଟଙ୍କାର ପୁରଷ୍କାର ଘୋଷଣା କଲା କ୍ରାଇମବ୍ରାଞ୍ଚ ….
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023