ଡିଭାଇଡରରେ ପିଟିହେଲା ବାଇକ୍; ଜଣେ ମୃତ
5/09/2022 at 6:44 PM

ତେଲକୋଇ ୦୫/୦୯ : ୪୯ ନମ୍ବର ଜାତୀୟ ରାଜପଥ କଣ୍ଟାବାହାଳ ଛକରେ ଗୋଟିଏ ବାଇକ ଦୁର୍ଘଟଣା ଗ୍ରସ୍ତ। ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଡିଭାଇଡରରେ ପିଟି ହୋଇଛି। ଫଳରେ ଘଟଣା ସ୍ଥଳରେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଏବେସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ।
Related Posts
ଅନ୍ତିମ ଯାତ୍ରାରେ ନବଦାସ, ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ଅନ୍ତିମ ବିଦାୟ
30 January 2023
ପାରିବାରିକ କଳହ ! ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ
30 January 2023