Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପଳାଶୁଣୀ ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

11/05/2018 at 5:41 AM

ପଳାଶୁଣୀ ହତ୍ୟାକାଣ୍ଡର ଅଭିଯୁକ୍ତ କୁହାଯାଉଥିବା ହାଡିଆ ଗିରଫ । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ହାଡିଆକୁ ଗିରଫ କରିଛି । ତାଠାରୁ ରକ୍ତ ଭିଜା ଛୁରୀ ଜବତ କରିଛି ପେ।ଲିସ । ମଦ ବେପାରକୁ ନେଇ ହତ୍ୟାକାଣ୍ଡ ହେ।ଇଛି । ଏନେଇ ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି । ଗତକାଲି ଜନଗହଳିପୂର୍ଣ୍ଣ ପଳାଶୁଣୀ ଛକ ନିକଟରେ ଧେ।ବାକୁ ହତ୍ୟା କରିଥିଲା ହାଡିଆ ।

Leave a Reply

   Related Posts