ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଶବକୁ ଅସମ୍ମାନ, ନାଳରେ ଫିଙ୍ଗା ହେଲା ବୃଦ୍ଧାଙ୍କ ଶବ

28/11/2019 at 5:20 PM

ବୌଦ୍ଧ ୨୮।୧୧: ପୁଣି ଶବକୁ ଅସମ୍ମାନ । ପ୍ରିୟ ପରିଜନ ନଥିବାରୁ ନାଳରେ ଫିଙ୍ଗା ହେଲା ବୃଦ୍ଧାଙ୍କ ଶବ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଲିସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ମୃତ ବୃଦ୍ଧା ଜଣଙ୍କ କୁଲିସାହିର ରତନା ନାଏକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପ୍ରଶାସନ ମଧ୍ୟ ପହଂଚି ନଥିବା ଜଣାପଡିଛି ।

   Related Posts