ଶବକୁ ଅସମ୍ମାନ, ନାଳରେ ଫିଙ୍ଗା ହେଲା ବୃଦ୍ଧାଙ୍କ ଶବ

Published By : Prameya-News7 Bureau | November 28, 2019 IST

ବୌଦ୍ଧ ୨୮।୧୧: ପୁଣି ଶବକୁ ଅସମ୍ମାନ । ପ୍ରିୟ ପରିଜନ ନଥିବାରୁ ନାଳରେ ଫିଙ୍ଗା ହେଲା ବୃଦ୍ଧାଙ୍କ ଶବ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଲିସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ମୃତ ବୃଦ୍ଧା ଜଣଙ୍କ କୁଲିସାହିର ରତନା ନାଏକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପ୍ରଶାସନ ମଧ୍ୟ ପହଂଚି ନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.