କେବେ ସୁଧୁରିବ ଉପାନ୍ତ ହସ୍ପିଟାଲର ଚିତ୍ର ? ମୋବାଇଲ ଲାଇଟରେ ଚାଲିଛି ଚିକିତ୍ସା
25/09/2018 at 12:36 PM

ମୟୁରଭଞ୍ଜ ଜିଲ୍ଲା ରା଼ରୁଆଁ ବ୍ଲକରେ ହସ୍ପିଟାଲର ଚିତ୍ର ବୟାନ କରୁଛି ଉପାନ୍ତ ଅଂଚଳରେ କିଭଳି ସ୍ୱାସ୍ଥ୍ୟସେବା ଚାଲିଛି | ବିଦ୍ୟୁତ କାଟ ସମସ୍ୟା ସାଙ୍ଗକୁ ଲୋ ଭୋଲ୍ଟେଜ ସମସ୍ୟା | ସମସ୍ୟା ଏତେ ଜଟିଳ ଯେ, ବାଧ୍ୟ ହୋଇ ଡାକ୍ତରମାନେ ମହମବତୀ ବା ମୋବାଇଲ ଲାଇଟର ସାହାରାରେ ଗୁରୁତ୍ୱପୂର୍ଣ ଅପରେସନ ମଧ୍ୟ କରୁଛନ୍ତି | ହସ୍ପିଟାଲରେ ଜେନେରେଟର ବ୍ୟବସ୍ଥା ମଧ୍ୟ ନାହିଁ | ହସ୍ପିଟାଲର ସ୍ଥିତି ନେଇ ଡାକ୍ତର ମଧ୍ୟ ବାରମ୍ବାର ଅଧିକାରୀ ଓ ଜନପ୍ରତିନିଧିଙ୍କ ଦୃଷ୍ଟି କରିଛନ୍ତି | ତଥାପି ସ୍ଥିତିରେ କୌଣସି ସୁଧାର ଆସିନାହିଁ |
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023