AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

କେବେ ସୁଧୁରିବ ଉପାନ୍ତ ହସ୍ପିଟାଲର ଚିତ୍ର ? ମୋବାଇଲ ଲାଇଟରେ ଚାଲିଛି ଚିକିତ୍ସା

25/09/2018 at 12:36 PM

ମୟୁରଭଞ୍ଜ ଜିଲ୍ଲା ରା଼ରୁଆଁ ବ୍ଲକରେ ହସ୍ପିଟାଲର ଚିତ୍ର ବୟାନ କରୁଛି ଉପାନ୍ତ ଅଂଚଳରେ କିଭଳି ସ୍ୱାସ୍ଥ୍ୟସେବା ଚାଲିଛି | ବିଦ୍ୟୁତ କାଟ ସମସ୍ୟା ସାଙ୍ଗକୁ ଲୋ ଭୋଲ୍ଟେଜ ସମସ୍ୟା | ସମସ୍ୟା ଏତେ ଜଟିଳ ଯେ, ବାଧ୍ୟ ହୋଇ ଡାକ୍ତରମାନେ ମହମବତୀ ବା ମୋବାଇଲ ଲାଇଟର ସାହାରାରେ ଗୁରୁତ୍ୱପୂର୍ଣ ଅପରେସନ ମଧ୍ୟ କରୁଛନ୍ତି | ହସ୍ପିଟାଲରେ ଜେନେରେଟର ବ୍ୟବସ୍ଥା ମଧ୍ୟ ନାହିଁ | ହସ୍ପିଟାଲର ସ୍ଥିତି ନେଇ ଡାକ୍ତର ମଧ୍ୟ ବାରମ୍ବାର ଅଧିକାରୀ ଓ ଜନପ୍ରତିନିଧିଙ୍କ ଦୃଷ୍ଟି କରିଛନ୍ତି | ତଥାପି ସ୍ଥିତିରେ କୌଣସି ସୁଧାର ଆସିନାହିଁ |

   Related Posts