Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଗ୍ରାମ ପଞ୍ଚାୟତର ନୂତନ ସଭାଗୃହ ଓ ମିଶନ ଶକ୍ତି ଗୃହ ଉଦଘାଟିତ

23/08/2021 at 4:25 PM

ପାଟଣା, ୨୩|୦୮: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତର ନୂତନ ସ୍ୱଭାଗୃହ ଓ ମିଶନ ଶକ୍ତିର ନୂତନ ଗୃହର ଉଦଘାଟନ ।  ସୋମବାର ପାଟଣା ବିଧାୟକ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ  ନୂତନ ଗୃହକୁ ଉଦଘାଟନ କରିଛନ୍ତି ।

ଉଦଘାଟନୀ ସମାରୋହରେ ବ୍ଲକ ଅଧକ୍ଷ ବିଶ୍ୱନାଥ ନାଏକ, ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ବିପିଏମ ମନୋରଞ୍ଜନ ମହାପାତ୍ର,  କେନ୍ଦେଇପଶି ସରପଞ୍ଚ ଲକ୍ଷ୍ମୀଲିତା ମହାକୁଡ଼ ସମିତିସଭ୍ୟ ମିତ୍ରଭାନୁ ମହାନ୍ତ ଆଦି ଉପସ୍ଥିତ ଥିଲେ । ସେହିପରି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୋଭାଶ୍ରୀ ସେଠୀ, ପୂର୍ବତନ ସରପଞ୍ଚ ଲମ୍ବୋଦର ସିଂ, ଅବସର ପ୍ରାପ୍ତ ଶିକ୍ଷକ ଡ଼ମ୍ବୁରୁଧର ନାଏକ, କୈଳାଶ ଚନ୍ଦ୍ର ବାରିକ,  ବସୁ ସାମଲ ମଧ୍ୟ ସମାରୋହରେ ସାମିଲ ହୋଇତିଲେ । ପରିଶେଷରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ସଭା କରାଯାଇ ମହିଳାଙ୍କୁ ସ୍ୱବାଲମ୍ବୀ ହେବାକୁ ବିଧାୟକ ଉଦବୋଧନ ଦେଇଥିଲେ।

   Related Posts