oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ପୋଖରୀରେ ଗାଧୋଇବା ହେଲା କାଳ, ବୁଡି ଯାଇ ଜୀବନ ହାରିଲେ ନାବାଳକ

20/05/2021 at 9:28 AM

ବଡବିଲ ୨୦।୦୫ : କେନ୍ଦୁଝର ଜିଲ୍ଲା ବଡ଼ବିଲ, ଗାଡ଼ା ହଟିଙ୍ଗ ଅଞ୍ଚଳରେ ଥିବା ଏକ  ପୋଖରୀରେ ବୁଡ଼ି ଜଣେ ନାବାଳକ ପ୍ରାଣ ହରାଇଛନ୍ତି । ନାବାଳକ ଜଣଙ୍କ ହେଲେ ୧୦ ନମ୍ବର ୱାର୍ଡର ଧୋବି ହଟିଙ୍ଗର ଆଶିଷ ପାତ୍ରଙ୍କ ୧୬ ବର୍ଷୀୟ ପୁଅ ପ୍ରେମ ପାତ୍ର ।

ସୂଚନା ଅନୁସାରେ, ଗୁରୁବାର ପ୍ରେମ ନିଜ ସାଙ୍ଗଙ୍କ ସହ ପୋଖରୀରେ ଗାଧୋଇବାକୁ ଯାଇଥିଲେ ।ଏହି ସମୟରେ ସେ ହଠାତ ପୋଖରୀରେ ବୁଡି ଯାଇଥିଲେ । ତାଙ୍କୁ ପହଁରା ମଧ୍ୟ ଜଣାନଥିଲା । ତେବେ ମୂମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

   Related Posts