ଆଗୁଆ ଆସିପାରେ ମୌସୁମୀ
13/05/2018 at 10:36 AM

ଏ ବର୍ଷ ମୌସୁମୀ ନିର୍ଧାରିତ ସମୟ ଠାରୁ ୩ଦିନ ଆଗୁଆ ଆସିବା ବୋଲି ଜଣା ପଡିଛି … ସାଧାରଣତଃ ଜୁନ ପହିଲାରେ ମୌସୁମୀ କେରଳ ଛୁଇଁଥାଏ … ଏବର୍ଷ କିନ୍ତୁ ଚଳିତ ମାସ ଶେଷ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ … ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ ବର୍ଷ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି …