ନିର୍ମାଣଧୀନ ଘର ତାଜା ପଡି ୯ ବର୍ଷର ବାଳକର ମୃତ୍ୟୁ
3/06/2018 at 6:17 AM

କାମାକ୍ଷାନଗର କଙ୍କଡାହାଡ ଥାନା କନ୍ଧରା ଗାଁରେ ଅଘଟଣ … ନିର୍ମାଣଧୀନ ଘର ତାଜା ପଡି ୯ ବର୍ଷର ବାଳକର ମୃତ୍ୟୁ ହୋଇଛି … ମୃତକ ନାବାଳକ ହେଲେ ଗଣେଶ ବେହେରା … ଗଣେଶ ଖେଳୁଥିବା ବେଳେ ଖସି ପଡିଥିଲା ତାଜା … ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି … ଗଣେଶଙ୍କ ମୃତ୍ୟୁକୁ ନେଇ ପରିବାର ଓ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି …
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023