scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନଭେମ୍ୱର ୨୩ରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ୍‌-୧ ପରୀକ୍ଷା

4/11/2022 at 4:37 PM

କଟକ ୦୪/୧୧: ମାଟ୍ରିକ ସମେଟିଭ୍‌-୧ ପରୀକ୍ଷା ନେଇ ସମ୍ୱାଦିକ ସମ୍ମିଳନୀ କରି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ଆସନ୍ତା ୨୩ରୁ ମାଟ୍ରିକ ସମେଟିଭ୍‌-୧ ଆରମ୍ଭ ହେବାକୁ ଯାଉଛି ବୋଲି ପରୀକ୍ଷା ବୋର୍ଡ ସଭାପତି କହିଛନ୍ତି। ନଭେମ୍ୱର ୨୩ ରୁ ୩୦ ଯାଏ ଏହି ପରୀକ୍ଷା ହେବ। ଅନ୍ଯପଟେ ଏହି ପରୀକ୍ଷା ପାଇଁ ରାଜ୍ୟର ୩ହଜାର୨୯ଟି କେନ୍ଦ୍ରରେ ସୁ ବନ୍ଦୋବସ୍ତ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

   Related Posts