ଟ୍ରକ ମାଡିଯାଇ ମହିଳା ମୃତ
14/02/2020 at 9:59 PM

ବଡ଼ବିଲ : ଯୋଡ଼ା ମହାବୀର ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରକ ମାଡିଯିବାରୁ ଜଣେ ମହିଳାଙ୍କର ମୃତ ହୋଇଛି ।
ମୃତ ମହିଳା ଝାଡଖଣ୍ଡ ସଢ଼େଇକଳା ଅଂଚଳର କୁସୁମ ମହାନ୍ତି ବୋଲି ଜଣା ପଡିଛି ।
Related Posts
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023